କନକ ବ୍ୟୁରୋ; ପାରାଦୀପ ସମୁଦ୍ରରୁ କୋଟିଏ ଟଙ୍କାର ଗୁଆ ଜବତ। ଗଭୀର ସମୁଦ୍ରରୁ ମାଛଧରା ବୋଟ ୪୫୦ ବସ୍ତା ଗୁଆ ଜବତ ହୋଇଛି । ଏଥିସହ ୧୪ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି କୋଷ୍ଟଗାର୍ଡ ।
୪୫୦ ବସ୍ତା ସୁପାରି ଚୋରା ଚାଲାଣ ହେଉଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ହେବ। ମାଛଧରା ବୋଟ୍ ସହ ୧୪ଜଣ ମତ୍ସ୍ୟଜୀବୀଙ୍କୁ ପାରାଦୀପ ବନ୍ଦରକୁ ଆଣି ଅଧିକ ତଦନ୍ତ ଚଳାଇଛି କୋଷ୍ଟଗାର୍ଡ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/11/jgKdss3NQTtLv4PpSRl8.png)