କନକ ବ୍ୟୁରୋ : ଦିଲ୍ଲୀର ରେଖା ଗୁପ୍ତା ସରକାର ବଡ଼ ଘୋଷଣା କରିଛନ୍ତି । କୋଭିଡ୍ ସମୟରେ ଡ୍ୟୁଟିରେ ଥାଇ ସହିଦ ହୋଇଥିବା କର୍ମଚାରୀଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ଦେବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି । 
ସେପଟେ ମଧ୍ୟପ୍ରଦେଶ ହାଇକୋର୍ଟ ମଧ୍ୟ ଏକ ନିଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ୍ ସମୟରେ ଡ୍ୟୁଟିରେ ଥାଇ ମୃତ୍ୟୁବରଣ କରିଥିବା ସରକାରୀ କର୍ମଚାରୀଙ୍କ ପତ୍ନୀଙ୍କୁ କୋଭିଡ-୧୯ ଯୋଦ୍ଧା କଲ୍ୟାଣ ଯୋଜନାରେ ସାମିଲ କରି ସେମାନଙ୍କୁ ୯୦ ଦିନ ଭିତରେ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

Advertisment