ଅଳିଆଗଦାକୁ  ଯିବ ଅଦରକାରୀ ଆଇନ ; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା

ରାଜ୍ୟରେ ଅଦରକାରୀ ଆଇନକୁ ଚିହ୍ନଟ କରିବା ପାଈଁ ପ୍ରକ୍ରିୟା ଆରମ୍ଭ ହୋଇଛି  । ଖୁବଶୀଘ୍ର ସେହି ଆଇନ ଗୁଡିକୁ ଅଳିଆ ଗଦାକୁ ପକା ହେବ  । ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।

13666666

କନକ ବ୍ୟୁରୋ: ରାଜ୍ୟରେ ଅଦରକାରୀ ଆଇନକୁ ଚିହ୍ନଟ କରିବା ପାଈଁ ପ୍ରକ୍ରିୟା ଆରମ୍ଭ ହୋଇଛି  । ଖୁବଶୀଘ୍ର ସେହି ଆଇନ ଗୁଡିକୁ ଅଳିଆ ଗଦାକୁ ପକା ହେବ  । ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଖୁବଶୀଘ୍ର ରାଜ୍ୟ ସରକାର ଲ -ରିଭିଜନ କମିଶନ କରି ଏହି ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ  । ଯେଉଁ  ଅପ୍ରାସଙ୍ଗିକତା ଏବଂ ଅଦରକାରୀ ଆଇନ ରହିଛି ସେଗୁଡିକର ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe