ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ : ଏମଓୟୁ ସ୍ବାକ୍ଷର ହେବା ନେଇ ଶିଳ୍ପପତିଙ୍କ ସହ କରିବେ ଆଲୋଚନା

Advertisment

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ବଡ଼ କମ୍ପାନୀଙ୍କ ସହ ହେବ ଏମଓୟୁ । ଶିଳ୍ପପତିଙ୍କ ସହ କରିବେ ଆଲୋଚନା । ଗତକାଲି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୋହନ ମାଝି

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ବଡ଼ କମ୍ପାନୀଙ୍କ ସହ ହେବ ଏମଓୟୁ । ଶିଳ୍ପପତିଙ୍କ ସହ କରିବେ ଆଲୋଚନା । ଗତକାଲି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୋହନ ମାଝି

mou

Photograph: (KanakNews)

କନକବ୍ୟୁରୋ : ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ବଡ଼ କମ୍ପାନୀଙ୍କ ସହ ହେବ ଏମଓୟୁ । ଶିଳ୍ପପତିଙ୍କ ସହ କରିବେ ଆଲୋଚନା । ଗତକାଲି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୋହନ ମାଝି ।  ଓଡ଼ିଶାର ଶିଳ୍ପାୟନକୁ ଆଗକୁ ବଢାଇବା ସହ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ  ।  ଆଜି ବହୁ ପ୍ରତିଷ୍ଠିତ ଶିଳ୍ପପତିଙ୍କ ସମେତ ଅନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରିବେ । କେତେକ କମ୍ପାନୀ ସହ ଏମଓୟୁ ସ୍ବାକ୍ଷର କରିବାର ରହିଛି କାର୍ଯ୍ୟକ୍ରମ ।  ଆଇଓସିଏଲ, ପାଟ୍ରୋନେଟ୍ ଏଲଏନଜି ଏବଂ ଇଣ୍ଡିଆନ ଷ୍ଟ୍ରାଡେଜିକ୍ ପେଟ୍ରୋକେମିକାଲ ରିଜର୍ଭସ  ଆଦି କମ୍ପାନୀ ସହ ଚୁକ୍ତିପତ୍ର ସ୍ବାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe