ପୁଞ୍ଜି ଆଣିବାକୁ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ; ପ୍ରବାସୀ ଓଡିଆଙ୍କ ସହ କରିବେ ଆଲୋଚନା
ପୁଞ୍ଜି ଆଣିବାକୁ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଙ୍ଗାପୁରରେ ହେବାକୁ ଥିବା ଓଡ଼ିଶା ବିଜନେସ ମିଟ୍ ୨୦୨୪ରେ ହେବେ ସାମିଲ । ଓଡ଼ିଶାରେ ନିବେଶ ପାଇଁ ନିବେଶକଙ୍କୁ କରିବେ ଆକୃଷ୍ଟ । ପ୍ରବାସୀ ଓଡ଼ିଆଙ୍କ ସହ କରିବେ ୱାନ ଟୁ ୱାନ ଆଲୋଚନା ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)