କାଶ୍ମୀରରୁ ଫେରୁଛନ୍ତି ଓଡିଆ ଛାତ୍ର : ଆଶ୍ବସ୍ତ କଲେ ମୁଖ୍ୟମନ୍ତ୍ରୀ

Advertisment

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏଥିପାଇଁ ଖୋଲାଯାଇଛି  ରେସିଡେନ୍ସିଆଲ କମିଶନ  କାର୍ଯ୍ୟାଳୟର  ହେଲ୍ପ ଡେସ୍କ । ଏହା ୨୪ ଘଣ୍ଟା କାମ କରୁଛି । ଏହାର ସହାୟତାରେ ଜମ୍ମୁ- କାଶ୍ମୀରରେ ରହି ପଢୁଥିବା ପିଲାଙ୍କୁ ପ୍ରଥମେ ଦିଲ୍ଲୀ ଅଣାଯାଇ ସେଠାରୁ ସେମାନଙ୍କୁ ଓଡିଶାକୁ ଅଣାଯିବାର ବ୍ୟବସ୍ଥା କରାଯାଇଛି । 

Odia students return

Odia students return Photograph: (KanakNews)

କନକ ବ୍ୟୁରୋ : ସାରା ଦେଶରେ ଏବେ ସମ୍ବେଦନଶୀଳ ପରିସ୍ଥିତି । ଯୁଦ୍ଧ ବିରାମ ଉଲଂଘନ କରି ଭାରତ ସୀମାରେ  ଗୁଳି ବର୍ଷା କରୁଛି ପାକିସ୍ତାନ। ଏହାକୁ ପ୍ରତିହତ କରୁଛି ଭାରତ  । ଜବାବରେ ପାକିସ୍ତାନ ଆଡକୁ ଡ୍ରୋନ ମାଡ କରୁଛି ଭାରତ । ଏଭଳି ସ୍ଥିତିରେ ବଢିଛି ଓଡିଶା ସରକରଙ୍କ ଚିନ୍ତା । କାଶ୍ମୀର  ୟୁନିଭର୍ସିଟିରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏଥିପାଇଁ ଖୋଲାଯାଇଛି  ରେସିଡେନ୍ସିଆଲ କମିଶନ  କାର୍ଯ୍ୟାଳୟର  ହେଲ୍ପ ଡେସ୍କ । ଏହା ୨୪ ଘଣ୍ଟା କାମ କରୁଛି । ଏହାର ସହାୟତାରେ ଜମ୍ମୁ- କାଶ୍ମୀରରେ ରହି ପଢୁଥିବା ପିଲାଙ୍କୁ ପ୍ରଥମେ ଦିଲ୍ଲୀ ଅଣାଯାଇ ସେଠାରୁ ସେମାନଙ୍କୁ ଓଡିଶାକୁ ଅଣାଯିବାର ବ୍ୟବସ୍ଥା କରାଯାଇଛି । 

ଏବେ ସାରା ଦେଶରେ ଯେଭଳି ସ୍ଥିତି ଉପୁଜିଛି ସେଥିପାଇଁ ପ୍ରତି ବିଭାଗ ସଜାଗ ରହିଛନ୍ତି । ଗଣମାଧ୍ୟମ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଖାଦ୍ୟ ଯୋଗାଣ ବିଭାଗ ସବୁ ପାଇଁ ଜାରି ହୋଇଛି ଆଡଭାଇଜରି । ସମ୍ବେଦନଶୀଳ ସ୍ଥିତକୁ ସାମ୍ନା କରିବାକୁ ସମସ୍ତଙ୍କୁ ଆଲର୍ଟ କରାଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe