କଟକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ସିଏମ୍, ମଣ୍ଡପରୁ ମଣ୍ଡପ ବୁଲି କରୁଛନ୍ତି ମାଆଙ୍କ ଦର୍ଶନ

ପ୍ରଥମେ କଟକ ପ୍ରତାପନଗରୀ ଦୁର୍ଗା ପୂଜା ପଣ୍ଡାଲରେ ପୂଜାର୍ଚ୍ଚନା କରିବା ପରେ କଟକ ସହରରେ ମଣ୍ଡପରୁ ମଣ୍ଡପ ବୁଲି କରୁଛନ୍ତି ମାଙ୍କ ଦର୍ଶନ। କଟକ ହେଉଛି ଭାଇଚାରାର ସହର ।

39

କନକ ବ୍ୟୁରୋ :   କଟକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ।  ପ୍ରଥମେ କଟକ ପ୍ରତାପନଗରୀ ଦୁର୍ଗା ପୂଜା ପଣ୍ଡାଲରେ ପୂଜାର୍ଚ୍ଚନା କରିବା ପରେ କଟକ ସହରରେ ମଣ୍ଡପରୁ ମଣ୍ଡପ ବୁଲି କରୁଛନ୍ତି ମାଙ୍କ ଦର୍ଶନ। କଟକ ହେଉଛି ଭାଇଚାରାର ସହର । ଏଠାରେ ସବୁବେଳେ ଶାନ୍ତି ଥାଏ । କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ବେଶ୍ ଖୁସି ଲାଗୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe