କନକ ବ୍ୟୁରୋ :   କଟକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ।  ପ୍ରଥମେ କଟକ ପ୍ରତାପନଗରୀ ଦୁର୍ଗା ପୂଜା ପଣ୍ଡାଲରେ ପୂଜାର୍ଚ୍ଚନା କରିବା ପରେ କଟକ ସହରରେ ମଣ୍ଡପରୁ ମଣ୍ଡପ ବୁଲି କରୁଛନ୍ତି ମାଙ୍କ ଦର୍ଶନ। କଟକ ହେଉଛି ଭାଇଚାରାର ସହର । ଏଠାରେ ସବୁବେଳେ ଶାନ୍ତି ଥାଏ । କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ବେଶ୍ ଖୁସି ଲାଗୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। 

Advertisment