ବନ୍ଦେ ଭାତରରେ ବସିଲେ ମୋହନ ମାଝୀ । କହିଲେ ବନ୍ଦେ ଭାରତ ଭଳି ଓଡ଼ିଶାରେ...

Advertisment

ଓଡ଼ିଶାକୁ ମିଳିଲା ଆଉ ୨ ବନ୍ଦେ ଭାରତ ଏକ୍ରପ୍ରେସ । ଟ୍ରେନରେ ବ୍ରହ୍ମପୁରରୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଓଡ଼ିଶାକୁ ମିଳିଲା ଆଉ ୨ ବନ୍ଦେ ଭାରତ ଏକ୍ରପ୍ରେସ । ଟ୍ରେନରେ ବ୍ରହ୍ମପୁରରୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

1ିିି

କନକ ବ୍ୟୁରୋ: ବ୍ରହ୍ମପୁରରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଟ୍ରେନରେ ବ୍ରହ୍ମପୁରରୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଓଡ଼ିଶାକୁ ଆଜି ଆଉ ୨ଟି ବନ୍ଦେ ଭାରତ ଏକ୍ରପ୍ରେସ ମିଳିଛି। ଟାଟାନଗର-ବ୍ରହ୍ମପୁର ଓ ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ। ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ରହ୍ମପୁର ଯାଇଥିବା ବେଳେ ଟ୍ରେନରେ ଯାତ୍ରା କରିଛନ୍ତି। ବ୍ରହ୍ମପୁରରୁ ଭୁବନେଶ୍ବର ଆସିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ଦେ ଭାରତ ଟ୍ରେନ ଭଳି ଓଡ଼ିଶା ମଧ୍ୟ ବିକାଶ କରିବ ବୋଲି କହିଛନ୍ତି ମୋହନ ମାଝି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe