କନକ ବ୍ୟୁରୋ: ବ୍ରହ୍ମପୁରରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଟ୍ରେନରେ ବ୍ରହ୍ମପୁରରୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାକୁ ଆଜି ଆଉ ୨ଟି ବନ୍ଦେ ଭାରତ ଏକ୍ରପ୍ରେସ ମିଳିଛି। ଟାଟାନଗର-ବ୍ରହ୍ମପୁର ଓ ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ। ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ରହ୍ମପୁର ଯାଇଥିବା ବେଳେ ଟ୍ରେନରେ ଯାତ୍ରା କରିଛନ୍ତି। ବ୍ରହ୍ମପୁରରୁ ଭୁବନେଶ୍ବର ଆସିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ଦେ ଭାରତ ଟ୍ରେନ ଭଳି ଓଡ଼ିଶା ମଧ୍ୟ ବିକାଶ କରିବ ବୋଲି କହିଛନ୍ତି ମୋହନ ମାଝି ।
ବନ୍ଦେ ଭାତରରେ ବସିଲେ ମୋହନ ମାଝୀ । କହିଲେ ବନ୍ଦେ ଭାରତ ଭଳି ଓଡ଼ିଶାରେ...
ଓଡ଼ିଶାକୁ ମିଳିଲା ଆଉ ୨ ବନ୍ଦେ ଭାରତ ଏକ୍ରପ୍ରେସ । ଟ୍ରେନରେ ବ୍ରହ୍ମପୁରରୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
/kanak/media/media_files/om5dmi9Jgxs2CzqXizDa.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)