ଅନୁରୋଧ ରଖିଲେ ମୁଖ୍ୟମନ୍ତ୍ରୀ; ବଣ୍ତାଘାଟି ଯିବେ ମୋହନ

Advertisment

ମୁଖ୍ୟମନ୍ତ୍ରୀ ଆସିଲେ ଘାଟି ଅଞ୍ଚଳର ସମସ୍ୟା କହି ସମାଧାନ କରିବାକୁ ଗୁହାରି କରିବେ ବଣ୍ତାଘାଟି ବାସିନ୍ଦା ।

ମୁଖ୍ୟମନ୍ତ୍ରୀ ଆସିଲେ ଘାଟି ଅଞ୍ଚଳର ସମସ୍ୟା କହି ସମାଧାନ କରିବାକୁ ଗୁହାରି କରିବେ ବଣ୍ତାଘାଟି ବାସିନ୍ଦା ।

Bonda Ghati

Photograph: (Kanak News)

କନକ ବ୍ୟୁରୋ : ଅନୁରୋଧ ରଖିଲେ ମୁଖ୍ୟମନ୍ତ୍ରୀ । ମାଲାକାନାଗିରି ବଣ୍ଡାଘାଟିର ଚମ୍ପା ଧାଙ୍ଗଡାମାଝିଙ୍କ ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଣ୍ତାଘାଟି ଗ୍ରସ୍ତ ନେଇ ପ୍ରତିକ୍ରିୟା ପରେ ଗାଁ ଖୁସିର ଲହରି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଆସିଲେ ଘାଟି ଅଞ୍ଚଳର ସମସ୍ୟା କହି ସମାଧାନ କରିବାକୁ ଗୁହାରି କରିବେ ବଣ୍ତାଘାଟି ବାସିନ୍ଦା ।

ଚମ୍ପା ଧାଙ୍ଗଡାମାଝିଙ୍କ ବଣ୍ତାଘାଟିର ବନ୍ଧଗୁଡା ଗାଁକୁ ଯିବାକୁ ରାସ୍ତା ନାହିଁ । ନିତି ଆୟୋଗ ଆକାଂକ୍ଷାରେ ଶ୍ରେଷ୍ଠ ବ୍ଲକର ପ୍ରଦର୍ଶନରେ ମୁଖ୍ୟମନ୍ତ୍ରୀଙ୍କୁ ବଣ୍ତାଘାଟି ଯିବା ନେଇ କହିବା ପରେ ଘାଟି ଅଞ୍ଚଳର ସମସ୍ୟାକୁ ସମାଧାନ ନେଇ ଗୁହାରି କରିବେ କହିଛନ୍ତି ଅଞ୍ଚଳବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe