କନକ ବ୍ୟୁରୋ : ଅନୁରୋଧ ରଖିଲେ ମୁଖ୍ୟମନ୍ତ୍ରୀ । ମାଲାକାନାଗିରି ବଣ୍ଡାଘାଟିର ଚମ୍ପା ଧାଙ୍ଗଡାମାଝିଙ୍କ ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଣ୍ତାଘାଟି ଗ୍ରସ୍ତ ନେଇ ପ୍ରତିକ୍ରିୟା ପରେ ଗାଁ ଖୁସିର ଲହରି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଆସିଲେ ଘାଟି ଅଞ୍ଚଳର ସମସ୍ୟା କହି ସମାଧାନ କରିବାକୁ ଗୁହାରି କରିବେ ବଣ୍ତାଘାଟି ବାସିନ୍ଦା ।
ଚମ୍ପା ଧାଙ୍ଗଡାମାଝିଙ୍କ ବଣ୍ତାଘାଟିର ବନ୍ଧଗୁଡା ଗାଁକୁ ଯିବାକୁ ରାସ୍ତା ନାହିଁ । ନିତି ଆୟୋଗ ଆକାଂକ୍ଷାରେ ଶ୍ରେଷ୍ଠ ବ୍ଲକର ପ୍ରଦର୍ଶନରେ ମୁଖ୍ୟମନ୍ତ୍ରୀଙ୍କୁ ବଣ୍ତାଘାଟି ଯିବା ନେଇ କହିବା ପରେ ଘାଟି ଅଞ୍ଚଳର ସମସ୍ୟାକୁ ସମାଧାନ ନେଇ ଗୁହାରି କରିବେ କହିଛନ୍ତି ଅଞ୍ଚଳବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/31/bonda-ghati-2025-07-31-08-10-09.jpg)