ମା’ ସମଲେଇ ମନ୍ଦିରରେ ନବାନ୍ନ ଖାଇଲେ ମୁଖ୍ୟମନ୍ତ୍ରୀ  ; ଅପରାହ୍ନରେ ସିଏମ କିଷାନ ଯୋଜନାର କରିବେ ଶୁଭାରମ୍ଭ

Advertisment

ମା’ ସମଲେଇ ମନ୍ଦିରରେ ନବାନ୍ନ ଖାଇଲେ ମୁଖ୍ୟମନ୍ତ୍ରୀ  ; ଅପରାହ୍ନରେ ସିଏମ କିଷାନ ଯୋଜନାର କରିବେ ଶୁଭାରମ୍ଭ । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ପ୍ରଥମ କିସ୍ତିର ଟଙ୍କା ।

ମା’ ସମଲେଇ ମନ୍ଦିରରେ ନବାନ୍ନ ଖାଇଲେ ମୁଖ୍ୟମନ୍ତ୍ରୀ  ; ଅପରାହ୍ନରେ ସିଏମ କିଷାନ ଯୋଜନାର କରିବେ ଶୁଭାରମ୍ଭ । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ପ୍ରଥମ କିସ୍ତିର ଟଙ୍କା ।

cm_____

କନକ ବ୍ୟୁରୋ: ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚି  ମା’ ସମଲେଶ୍ୱରୀଙ୍କ ଆର୍ଶୀବାଦ ନେବା ସହ ନବାନ୍ନ ଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ଏହା ପରେ ସିଏମ୍ କିଷାନ ସହାୟତା ଓ ପିଏମ୍ କିଷାନ ସ୍ୱତନ୍ତ୍ର ଅଭିଯାନ କାର୍ୟ୍ୟକ୍ରମରେ ସାମିଲ ହେବେ। 

ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ସମ୍ବଲପୁରରେ ସମଲେଶ୍ୱରୀ ଯୁବକ ସଂଘ, ଓଡ଼ିଶା ସାଂସ୍କୃତିକ ସମାଜ, ଚିତ୍ରତ୍ପୋଳା ଯୁବକ ସଂଘ, ମାରୱାଡ଼ି ଯୁବକ ସଂଘ ପକ୍ଷରୁ ଏନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe