କନକ ବ୍ୟୁରୋ: ଆଜି ଷୋଡ଼ଶ ଅର୍ଥ କମିଶନ ଟିମଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ଗସ୍ତରେ ଥିବା ଷୋଡ଼ଶ କମିଶନଙ୍କ ପାଖରେ ନିଜ ଦାବି ରଖିବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ତରଫରୁ ୧୨ ଲକ୍ଷ ୫୬ହଜାର ୧୪୮ କୋଟିର ଦାବି ରହିବ । ଓଡିଶା ସ୍ଵାର୍ଥ ସମ୍ବଳିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିବେ ସରକାର । ଅଢେଇ ଘଣ୍ଟା ଧରି ଅର୍ଥ କମିଶନଙ୍କ ଟିମ ସହିତ ଆଲୋଚନା କରିବେ ରାଜ୍ୟ ସରକାର । ଏହାପରେ ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ରଖିଲେ ।
ଷୋଡ଼ଶ ଅର୍ଥ କମିଶନ ଟିମଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ; ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରଖିପାରନ୍ତି ସରକାର
ଷୋଡ଼ଶ ଅର୍ଥ କମିଶନ ଟିମଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ । ଓଡିଶା ସ୍ଵାର୍ଥ ସମ୍ବଳିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିବେ ମୋହନ ମାଝୀ । ୧୨ ଲକ୍ଷ ୫୬ହଜାର ୧୪୮ କୋଟିର ଦାବି ରଖିପାରନ୍ତି ରାଜ୍ୟ ସରକାର ।
/kanak/media/media_files/2025/02/06/RZXhjftMY8YpJmRoUWxi.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)