ଦିବ୍ୟାଙ୍ଗ ମହିଳାଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ : ତୁରନ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦେଲେ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ଶୁଣିଲେ ଦିବ୍ୟାଙ୍ଗ ମହିଳାଙ୍କ ଦୁଃଖ । ଜିଲ୍ଲାପାଳଙ୍କୁ ଡାକି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦେଲେ ନିର୍ଦ୍ଦେଶ। ସୁଭଦ୍ରା କାର୍ଯ୍ୟକ୍ରମ ସାରି ସଂସ୍କୃତି ଭବନକୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଜଗି ବସିଥିଲେ ଶହଶହ ଅଭିଯୋଗକାରୀ

cm 6

କନକବ୍ୟୁରୋ : ମୁଖ୍ୟମନ୍ତ୍ରୀ ଶୁଣିଲେ ଦିବ୍ୟାଙ୍ଗ ମହିଳାଙ୍କ ଦୁଃଖ । ଜିଲ୍ଲାପାଳଙ୍କୁ ଡାକି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦେଲେ ନିର୍ଦ୍ଦେଶ । ସୁଭଦ୍ରା କାର୍ଯ୍ୟକ୍ରମ ସାରି ସଂସ୍କୃତି ଭବନକୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଜଗି ବସିଥିଲେ ଶହଶହ ଅଭିଯୋଗକାରୀ  । 

ଲୋକଙ୍କୁ ଦେଖିବା ପରେ ହ୍ବିଲ୍‌ ଚେୟାରରେ ବସିଥିବା ଜଣେ ମହିଳାଙ୍କ ପାଖରେ ପହଞ୍ଚି ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ  । ଆଉ ଅଭିଯୋଗ ଶୁଣିବା ପରେ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ଅନ୍ୟ ଅଭିଯୋଗକାରୀଙ୍କଠାରୁ ମଧ୍ୟ ଅଭିଯୋଗପତ୍ର ଗ୍ରହଣ କରିବା ସହ ସେମାନଙ୍କ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe