ଜାପାନ ସହ ବଢ଼ୁଛି ଓଡ଼ିଶାର ସମ୍ପର୍କ, ଭୁବନେଶ୍ୱରରେ ତୋତରି ରାଜ୍ୟର ସାଂସଦ ଓ ବିଧାୟକ, ନିଯୁକ୍ତି ସୁଯୋଗ ପାଇଁ ଫିଟିବ ବାଟ

Advertisment

ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତରେ ଯାଇଥିଲେ। ଏହାପରଠାରୁ ଭାରତ ସହ ସମ୍ପର୍କ ବଢାଇବାରେ ଲାଗିଛି ଜାପାନ। ବିଶେଷକରି ଓଡିଶା ଉପରେ ଅଧିକ ଫୋକସ କରିଛନ୍ତି ଜାପାନ ସରକାର । ପୂର୍ବରୁ ଜାପାନ ସରକାରଙ୍କ ପ୍ରଶାସନିକ ଅଧିକାରୀ ଓଡିଶା ଆସିଥିବାବେଳେ ଏବେ ଜନପ୍ରତିନିଧି ଆସିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଭେଟିଛନ୍ତି ଜାପାନର ପ୍ରିତିନିଧି ଦଳ ।

japan

କନକ ବ୍ୟୁରୋ : ଜାପାନ ଓ ଓଡିଶା ଭିତରେ ବଢୁଛି ସମ୍ପର୍କ ।  ଓଡିଶାର ଯୁବବର୍ଗଙ୍କ ପାଇଁ ରୋଜଗାରର ପଥ ଦେଖାଉଛି ଜାପାନ ।  ଏହାସହ ଓଡିଶା ବିକାଶରେ ବି ସହଯୋଗର ହାତ ବଢାଇବ ଜାପାନ ସରକାର । ଏନେଇ ଆରମ୍ଭ ହୋଇଯାଇଛି ଖସଡା । ଯୋଜନାକୁ ବାସ୍ତବ ରୁପ ଦେବା ପାଇଁ ଓଡିଶା ଆସିଛନ୍ତି ଜାପାନ ସରକାରର ସାଂସଦ ଓ ବିଧାୟକମାନେ। ଦେଖନ୍ତୁ ଏହି ରିପୋର୍ଟ ।

ଜାପାନରେ ଓଡିଆଙ୍କୁ ମିଳିବ ନିଯୁକ୍ତି ସୁଯୋଗ। ଜାପାନ ସରକାର ଦେବେ ରୋଜଗାର। କେବଳ ଏତିକି ନୁହଁ ଓଡିଶାରେ ବି ନୂଆ ଶିଳ୍ପ ସ୍ଥାପନ କରିବେ ଜାପାନ ସରକାର। ଏଥିପାଇଁ ଓଡିଶା ପହଞ୍ଚିଛନ୍ତି ଜାପାନର ତୋତରି ରାଜ୍ୟର ସାଂସଦ ଓ ବିଧାୟକ । ୧୧ ଜଣିଆ ପ୍ରତିନିଧି ଦଳ ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ସମୟରେ ବହୁ ବରିଷ୍ଠ ପ୍ରଶାସନିକ ଅଧିରକାରୀଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି । ଯୁବାବର୍ଗଙ୍କ ଦକ୍ଷତା ବିକାଶରେ ବିଶ୍ବ ଦକ୍ଷତା କେନ୍ଦ୍ର କିଭଳି କାର୍ଯ୍ୟ  କରୁଛି ସେନେଇ ପଚାରି ବୁଝିଛନ୍ତି ପ୍ରତିନିଧି ଦଳ ।

ନକଲି ଇଡି, ସିବିଆଇ ଅଫିସର ସାଜି ଆସୁଥିଲା, ସରକାରୀ ଅଫିସର ଓ ବଡ଼ ବ୍ୟବସାୟୀଙ୍କୁ ଲୁଟୁଥିଲା

 ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତରେ ଯାଇଥିଲେ। ଏହାପରଠାରୁ ଭାରତ ସହ ସମ୍ପର୍କ ବଢାଇବାରେ ଲାଗିଛି ଜାପାନ। ବିଶେଷକରି ଓଡିଶା ଉପରେ ଅଧିକ ଫୋକସ କରିଛନ୍ତି ଜାପାନ ସରକାର । ପୂର୍ବରୁ ଜାପାନ ସରକାରଙ୍କ ପ୍ରଶାସନିକ ଅଧିକାରୀ ଓଡିଶା ଆସିଥିବାବେଳେ ଏବେ ଜନପ୍ରତିନିଧି ଆସିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଭେଟିଛନ୍ତି ଜାପାନର ପ୍ରିତିନିଧି ଦଳ ।

ଏସଆଇ କେଳେଙ୍କାରୀରେ ସିବିଆଇ ବିଜ୍ଞପ୍ତି ପରେ ଛାନିଆ ବଡ଼ବଡ଼ିଆ, କାହା ପାଳି ପଡ଼ିବ ଟେନସନରେ ନେତା ଓ ଅଧିକାରୀ

ଓଡିଶା ଗସ୍ତ ସରିବା ପରେ ଜାପାନ ତୋତରି ବିଧାନସଭାରେ ଏ ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe