ଗାଁ ନାଁକୁ ନେଇ ସଂଘର୍ଷ ; ଘଟଣାସ୍ଥଳରେ ୧୬୩ ଧାରା ଜାରି

Advertisment

ନାଁ ପାଇଁ ଦୁଇ ଗାଁ ମଧ୍ୟରେ ବିବାଦ ଘଟଣା  । ଖୋର୍ଦ୍ଧା ଓସ୍ତପୁର ବଜାରରେ ତୀବ୍ର ଉତ୍ତେଜନା । ନାମଫଳକ ପୋତିବାକୁ ବିରୋଧ । ପୁଲିସ ସହ ଗ୍ରାମବାସୀଙ୍କ କଥା କଟାକଟି । ବଜାରରେ ବଳବତ୍ତର ୧୬୩ ଧାରା ।

ନାଁ ପାଇଁ ଦୁଇ ଗାଁ ମଧ୍ୟରେ ବିବାଦ ଘଟଣା  । ଖୋର୍ଦ୍ଧା ଓସ୍ତପୁର ବଜାରରେ ତୀବ୍ର ଉତ୍ତେଜନା । ନାମଫଳକ ପୋତିବାକୁ ବିରୋଧ । ପୁଲିସ ସହ ଗ୍ରାମବାସୀଙ୍କ କଥା କଟାକଟି । ବଜାରରେ ବଳବତ୍ତର ୧୬୩ ଧାରା ।

10

କନକ ବ୍ୟୁରୋ: ଖୋର୍ଦ୍ଧାରେ ନାଁ ପାଇଁ ଦୁଇ ଗାଁ ମଧ୍ୟରେ ବିବାଦ ଘଟଣା ଉଗ୍ର ରୂପ ନେଇଛି । ବିବାଦୀୟ ବଜାରରେ ନାମ ଫଳକ ପୋତିବାକୁ ବିରୋଧ କରାଯାଇଛି । ଓସ୍ତପୁର ଗାଁର ଶତାଧିକ ମହିଳା ପ୍ଲାକାର୍ଡ ଧରି ଫଳକ ପୋତାକୁ ବିରୋଧ କରିଛନ୍ତି । ଏହି ସମୟରେ ପୁଲିସ ଏବଂ ଓସ୍ତପୁର ମହିଳାଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଯାହାକୁ ନେଇ ବଜାରରେ ଚାପା  ଉତ୍ତେଜନା ଦେଖାଦେଇଛି । ବଜାରରେ ଏବେବି ୧୬୩ ଧାରା ବଳବତ୍ତର ରହିଛି । ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ବେଗୁନିଆ ତହସିଲଦାର ଉପସ୍ଥିତ ଅଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe