ସୁନ୍ଦରଗଡ଼ କୋଇଡ଼ାର ତାଳଡିହି ଖଣି ଅଞ୍ଚଳରେ ଉତ୍ତେଜନା । ପୂର୍ବତନ ସରପଞ୍ଚଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ

Advertisment

ଖଣି ଅଞ୍ଚଳରେ ଉତ୍ତେଜନା। ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ବୈଠକ ବେଳେ ଉତ୍ତେଜନା। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ବରସୁଆଁ ଲୌହଖଣି ଅନ୍ତର୍ଗତ ତାଳଡିହି ଖଣି ଅଞ୍ଚଳରେ ଦେଖାଦେଇଛି ପ୍ରବଳ ଉତ୍ତେଜନା।

ଖଣି ଅଞ୍ଚଳରେ ଉତ୍ତେଜନା। ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ବୈଠକ ବେଳେ ଉତ୍ତେଜନା। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ବରସୁଆଁ ଲୌହଖଣି ଅନ୍ତର୍ଗତ ତାଳଡିହି ଖଣି ଅଞ୍ଚଳରେ ଦେଖାଦେଇଛି ପ୍ରବଳ ଉତ୍ତେଜନା।

koida clash

କନକ ବ୍ୟୁରୋ: ଖଣି ଅଞ୍ଚଳରେ ଉତ୍ତେଜନା। ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ବୈଠକ ବେଳେ ଉତ୍ତେଜନା। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ବରସୁଆଁ ଲୌହଖଣି ଅନ୍ତର୍ଗତ ତାଳଡିହି ଖଣି ଅଞ୍ଚଳରେ ଦେଖାଦେଇଛି ପ୍ରବଳ ଉତ୍ତେଜନା। ବୈଠକ ବେଳେ ପୂର୍ବତନ ସରପଞ୍ଚଙ୍କୁ ନିର୍ଧୁମ ମାଡ଼ ମାରିଲେ ଗ୍ରାମବାସୀ। ପୋଷାକ ଚିରିବା ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହେଇଛି। ପରିସ୍ଥିତି ଏପରି ହୋଇଥିଲା ଯେ, ଦୁଇ ପ୍ଲାଟୁନ ପୁଲିସ ଉପସ୍ଥିତିରେ ବି ଲୋକଙ୍କ ଆକ୍ରମଣରୁ ବର୍ତ୍ତିନଥିଲେ ପୂର୍ବତନ ସରପଞ୍ଚ। ବଣେଇ ବିଧାୟକ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏବେ ବି ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ଦେଖିବାକୁ ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe