କନକ ବ୍ୟୁରୋ: ଜେଲ ଭିତରେ ଗଣ୍ଡଗୋଳ ବାଜିଲା ସାଇରନ । ଝାରପଡ଼ା ଜେଲରେ ବାଜିଲା ସାଇରନ୍ । କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପାଇଁ ଏହି ସାଇରନ୍ ବାଜିଥିବା ଜଣାପଡିଛି । ହାଡ଼କୋର କଏଦୀ ନାରଣ ଓ କିଶନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଅଭିଯୋଗ ହୋଇଛି । ଜେଲ ୱାର୍ଡନ୍ ଅଟକାଇବାକୁ ଯିବାରୁ ତାଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି କଏଦୀ, ଯେଉଁଥି ପାଇଁ ଝାରପଡା ଜେଲରେ ସକାଳୁ ସାଇରନ ବାଜୁଥିଲା ବୋଲି ଜଣାପଡିଛି । ସାଇରନ୍ ଶୁଣି ତୁରନ୍ତ ଜେଲରେ ପହଞ୍ଚିଥିଲା ଲକ୍ଷ୍ମୀସାଗର ପୋଲିସ ।
ଝାରପଡ଼ା ଜେଲରେ କଏଦୀଙ୍କ ଭିତରେ ଗୋଷ୍ଠୀ ସଂଘର୍ଷ: ହାଡକୋର କଏଦୀ ନାରଣ ଓ କିଷନ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
ଜେଲ ଭିତରେ ଗଣ୍ଡଗୋଳ ବାଜିଲା ସାଇରନ । ଝାରପଡ଼ା ଜେଲରେ ବାଜିଲା ସାଇରନ୍ । କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପାଇଁ ଏହି ସାଇରନ୍ ବାଜିଥିବା ଜଣାପଡିଛି । ହାଡ଼କୋର କଏଦୀ ନାରଣ ଓ କିଶନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଅଭିଯୋଗ ହୋଇଛି ।
/kanak/media/media_files/2024/10/25/WXYbIJBWJ8L2BzxVYzqQ.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)