ଜେଏସଡବ୍ଲୁ ତରଫରୁ ସ୍ପଷ୍ଟୀକରଣ । ଓଡ଼ିଶାରେ ତିଆରି ହେବ ଇଭି ଗାଡି

Advertisment

ଓଡିଶାର ପ୍ଲାଣ୍ଟ ସ୍ଥାନାନ୍ତର ନେଇ କୌଣସି ଯୋଜନା ନାହିଁ । ଓଡିଶାରେ ହିଁ ଜେଏସଡବ୍ଲୁ ତାର ଇଭି ଗାଡି ପ୍ରସ୍ତୁତ କରିବ । ରାଜ୍ୟରେ ୪୦ ହଜାର କୋଟି ଟଙ୍କା ବିନିଯୋଗରେ ଜେଏସଡବ୍ଲୁ ତାର ଏହି ପ୍ଲାଣ୍ଟ ବସାଇବାକୁ ଯାଇଛି । 

ଓଡିଶାର ପ୍ଲାଣ୍ଟ ସ୍ଥାନାନ୍ତର ନେଇ କୌଣସି ଯୋଜନା ନାହିଁ । ଓଡିଶାରେ ହିଁ ଜେଏସଡବ୍ଲୁ ତାର ଇଭି ଗାଡି ପ୍ରସ୍ତୁତ କରିବ । ରାଜ୍ୟରେ ୪୦ ହଜାର କୋଟି ଟଙ୍କା ବିନିଯୋଗରେ ଜେଏସଡବ୍ଲୁ ତାର ଏହି ପ୍ଲାଣ୍ଟ ବସାଇବାକୁ ଯାଇଛି । 

agreag

କନକ ବ୍ୟୁରୋ : ଓଡିଶାରୁ ଜେଏସଡବ୍ଲୁ ତାର ପ୍ଲାଣ୍ଟ ସ୍ଥାନାନ୍ତର କରିବା ନେଇ ଯେଉଁ ଖବର ଆସୁଥିଲା ତା ଉପରେ କମ୍ପାନୀ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । କମ୍ପାନୀ ତରଫରୁ କୁହାଯାଇଛି କି, ଓଡିଶାର ପ୍ଲାଣ୍ଟ ସ୍ଥାନାନ୍ତର ନେଇ କୌଣସି ଯୋଜନା ନାହିଁ । ଓଡିଶାରେ ହିଁ ଜେଏସଡବ୍ଲୁ ତାର ଇଭି ଗାଡି ପ୍ରସ୍ତୁତ କରିବ । ରାଜ୍ୟରେ ୪୦ ହଜାର କୋଟି ଟଙ୍କା ବିନିଯୋଗରେ ଜେଏସଡବ୍ଲୁ ତାର ଏହି ପ୍ଲାଣ୍ଟ ବସାଇବାକୁ ଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe