କନକ ବ୍ୟୁରୋ: ଗିରଫ ହେଲେ ସିଏଚଏସଇ ରେକର୍ଡ ସପ୍ଲାଏର ପୁରେନ୍ଦ୍ର କୁମାର ସେଠୀ । ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ । ବୁଧବାର ଭିଜିଲାନ୍ସ ଟିମ୍ ଚଢାଉ ବେଳେ ପୁରେନ୍ଦ୍ରଙ୍କର ଭୁବନେଶ୍ୱରରୁ ୧୦ ହଜାର ସ୍କୋୟାରଫୁଟର ଗୋଟିଏ ୪ ମହଲା ଘର, ୧୬ଟି ସନ୍ଦେହଜନକ ବେନାମୀ ପଟ୍ଟା, ୧୬.୭୭ଲକ୍ଷ ଟଙ୍କାର ଡିପୋଜିଟ୍ ଠାବ ହେବା ସହ ଘରୁ ୧.୭୦ଲକ୍ଷ ଟଙ୍କା ଜବତ ହୋଇଥିଲା । ୨ଟି ଚାରି ଚକିଆ ଗାଡି ସହ ୫ଟି ଦୁଇ ଚକିଆ ଗାଡି ଠାବ ହୋଇଥିଲା ।
ବନ୍ଧା ହେଲେ ସିଏଚଏସଇ ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀ; ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ
ବନ୍ଧା ହେଲେ ସିଏଚଏସଇ ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀ; ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ନଗଦ ଟଙ୍କା, ବ୍ୟାଙ୍କ ଜମା ସହ ଭୁବନେଶ୍ୱରରେ ରହିଛି ୪ ମହଲା କୋଠା ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)