କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସିଏଚ୍ଏସ୍ଇର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରୋ ରେଡ୍ କରୁଛି ଭିଜିଲାନ୍ସ।
ଏକକାଳୀନ ତିନିଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। ପଟିଆ କାନନ ବିହାରରରେ ଥିବା ୪ ମହଲା ଘର, ସାମନ୍ତରାପୁରରେ ଥିବା ସିଏଚ୍ଏସ୍ଇ ଅଫିସରେ ରେଡ୍ ହେଉଛି। ଏହା ସହ ପୁରେନ୍ଦ୍ରଙ୍କ ଜଗତସିଂହପୁର କେଉପଡାରେ ଥିବା ପୈତୃକ ଘରେ ମଧ୍ୟ ଚଢାଉ କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/GcjjGbAu8UYBxTM79qkf.jpg)