କନକ ବ୍ୟୁରୋ: ଭୁବନେଶ୍ୱରରେ କ୍ଲୋରିନ ଗ୍ୟାସ ଲିକ। ପଟିଆ ଅଂଚଳରେ ଏହି ଗ୍ୟାସ ଲିକ ହେବା ଫଳରେ ଆଖପାଖ ଅଂଚଳ ଦୁର୍ଗନ୍ଧରେ ଫାଟି ପଡୁଛି। ଘଟଣାସ୍ଥଳ ଅଗ୍ନିଶମ ବିଭାଗ ପରିସ୍ଥିତିକୁ ଆୟତ୍ତ କରିବାରେ ଲାଗିଛନ୍ତି। କେମିକାଲ କମ୍ପାନୀର କୌଣସି କତୃପକ୍ଷ ନାହାଁନ୍ତି। ଏବେବି ଦୁର୍ଗନ୍ଧ ହେଉଛି । ଦୀର୍ଘଦିନ ହେବ ଏହି ଗ୍ୟାସ ଟାଙ୍କି ଗଛିତ ହୋଇ ରହିଥିବାରୁ ସେଥିରେ ଜଙ୍କ ଲାଗି ଏଭଳି ଗ୍ୟାସ ଲିକ ହେଉଥିବା ଜଣାପଡିଛି।
ଭୁବନେଶ୍ୱରର ପଟିଆ ଅଞ୍ଚଳରେ କ୍ଲୋରିନ ଗ୍ୟାସ ଲିକ୍: ଦୁର୍ଗନ୍ଧରେ ଫାଟି ପଡୁଛି ଆଖପାଖ ଅଞ୍ଚଳ
Advertisment
Follow Us