କନକ ବ୍ୟୁରୋ: ସିବିଆଇ କୋର୍ଟରେ ଇଡି ଡେପୁଟି ଡାଇରେକ୍ଟରଙ୍କ ଜାମିନ୍ ଆଦେବନ ଖାରଜ । ଉଚ୍ଚ ପଦସ୍ଥ ସରକାରୀ ହୋଇଥିବାରୁ ଜାମିନ ମିଳିଲେ ସାକ୍ଷୀ ପ୍ରମାଣ ପ୍ରଭାବିତ ହୋଇପାରେ ।
ଏଭଳି କାରଣ ଦର୍ଶାଇ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ମେ ୨୯ ତାରିଖରେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଲାଞ୍ଚ ନେଇ ସିବିଆଇ ଦ୍ବାରା ଗିରଫ ହୋଇଥିଲେ ।