Photograph: (social media)
କନକ ବ୍ୟୁରୋ: ଭାରତ ଓ ଆମେରିକା ମଧ୍ୟରେ ଟାରିଫକୁ ନେଇ ଟକ୍କର ଚାଲିଛି । କେତେବେଳେ ବୟାନବାଜି ତ କେତେବେଳେ ଧମକ । ଏହା ଭିତରେ ଚୀନର ବଡ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଭାରତକୁ ଘନିଷ୍ଠ ବନ୍ଧୁ କହିବା ସହ ବିଶ୍ବସ୍ତ ବାଣିଜ୍ୟିକ ସହଯୋଗୀ କହିଛି ବେଜିଂ । ଚୀନ ପ୍ରତିରକ୍ଷା ମନ୍ତ୍ରାଳୟରୁ ଜାରି ଏକ ବିବୃତିରେ କୁହାଯାଇଛି କି
ସୁଧୁରୁଛି ଭାରତ-ଚୀନ ସମ୍ପର୍କ
ଚୀନ ଓ ଭାରତ ଘନିଷ୍ଠ ସହଯୋଗୀ ଏବଂ ଉତ୍ତମ ସହଯୋଗୀ
୫ବର୍ଷ ଧରି ବନ୍ଦ ପଡିଥିବା ବାଣିଜ୍ୟ କାରବାର ପୁଣି ଥରେ ଆରମ୍ଭ ହେବ
ଖୁବଶୀଘ୍ର ଉଭୟ ଦେଶ ଏନେଇ ଆଲୋଚନା କରିବେ
ସୀମାପାର ବାଣିଜ୍ୟ ପାଇଁ ଦିଲ୍ଲୀରେ ବଡ଼ ଆଲୋଚନା ସମ୍ଭାବନା
ଉଭୟ ଦେଶ ମଧ୍ୟରେ ମସଲା, କାଠସାଗମ୍ରୀ,ଷ୍ଟିଲର ରପ୍ତାନୀ ଆମଦାନୀ ହୁଏ
କୋଭିଡ ଓ ଗଲୱାନଘାଟି ହିଂସା ପରେ ବାଣିଜ୍ୟ କାରବାର ବନ୍ଦ ଥିଲା
ଆସନ୍ତାମାସରେ ମୋଦୀ ଯିବେ ଚୀନ
ଏହା ପୂର୍ବରୁ ଚୀନ ପୁଣି ଭାରତ ସହ ସମ୍ପର୍କ ସୁଧାରିବାକୁ ଆଗ୍ରହ ପ୍ରକାଶ କରିଛି
Follow Us