ଦୁନିଆରେ ଚହଳ ପକାଇଲାଣି ଚୀନର ଡିପସିକ ଏଆଇ । ଚାଟଜିପିଟି, ଗୁଗୁଲ ଜେମିନିଠୁ କମ୍ ବଜେଟରେ ଅଧିକ କରୁଛି କାମ

Advertisment

୨୦୨୨ରେ ଓପନ୍ ଏଆଇ ଓ ଚାଟ୍‌ଜିପିଟି ଲଞ୍ଚ୍ ହେବା ପରେ ଜେନରେଟିଭ୍ ଏଆଇକୁ ନେଇ ଚର୍ଚ୍ଚା ବଢିଥିଲା । ମାଇକ୍ରୋସପ୍ଟ ଦ୍ୱାରା ପ୍ରାୟୋଜିତ ଏହି ଏଆଇ ଟୁଲ୍ ଗୁଗଲ, ଆପଲ୍ ଏବଂ ମେଟା ପରି କମ୍ପାନିଙ୍କ ନିଦ ହଜାଇ ଦେଇଥିଲା । ଏବେ ଚୀନ ନୂଆ ଏଆଇ ମଡେଲ୍ ଆଣି ସିଲିକନ୍ ଭ୍ୟାଲିକୁ ପୁଣି ଥରେ ଚିନ୍ତାରେ ପକାଇଛି । 

SGDFGDF

GSDFGFDG Photograph: (GSFDGG)

କନକ ବ୍ୟୁରୋ :  ଦୁନିଆରେ ଚହଳ ପକାଇଲାଣି ଚୀନର ଡିପସିକ୍ ଏଆଇ । ଚାଇନିଜ୍ କମ୍ପାନି ଡିପସିକ୍ ଲ୍ୟାବ୍ R1 AI  ମେଡାଲ୍ ଲଞ୍ଚ୍ କରିଛି, ଯାହା ବର୍ତ୍ତମାନ ସାରା ଦୁନିଆରେ ଲୋକପ୍ରିୟ ହୋଇଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦୁନିଆରେ ଏହା ଚାଟ୍‌ଜିପିଟି, ଗୁଗଲ୍ ଜେମିନି ପରି ଇଓଠାରୁ ଆଗକୁ ବଢିଛି । ୨୦୨୨ରେ ଓପନ୍ ଏଆଇ ଓ ଚାଟ୍‌ଜିପିଟି ଲଞ୍ଚ୍ ହେବା ପରେ ଜେନରେଟିଭ୍ ଏଆଇକୁ ନେଇ ଚର୍ଚ୍ଚା ବଢିଥିଲା । ମାଇକ୍ରୋସପ୍ଟ ଦ୍ୱାରା ପ୍ରାୟୋଜିତ ଏହି ଏଆଇ ଟୁଲ୍ ଗୁଗଲ, ଆପଲ୍ ଏବଂ ମେଟା ପରି କମ୍ପାନିଙ୍କ ନିଦ ହଜାଇ ଦେଇଥିଲା । ଏବେ ଚୀନ ନୂଆ ଏଆଇ ମଡେଲ୍ ଆଣି ସିଲିକନ୍ ଭ୍ୟାଲିକୁ ପୁଣି ଥରେ ଚିନ୍ତାରେ ପକାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe