ଆଉ ପାଦେ ଆଗକୁ ବଢ଼ିଲା ଚୀନ: ରୋଗୀଙ୍କ ମସ୍ତିଷ୍କ ପଢ଼ିପାରୁଥିବା ମେସିନର ସଫଳ ପରୀକ୍ଷଣ

Advertisment

ଚୀନକୁ ବଡ ସଫଳତା ।ମସ୍ତିଷ୍କ ପଢ଼ିପାରୁଥିବା ମେସିନର ହେଲା ସଫଳ ପରୀକ୍ଷଣ । ଆଜ୍ଞା ହଁ ଏବେ ଚୀନ ଏମିତି ଏକ ମେସିନ ନିର୍ମାଣ କରିଛି ଯାହାକୁ ରୋଗୀଙ୍କ ମସ୍ତିଷ୍କରେ ଲଗାଯିବା ପରେ ମନରେ କ’ଣ ଚାଲିଛି ସେନେଇ ସୂଚନା ମିଳିପାରିବ ।

Updated On

ଚୀନକୁ ବଡ ସଫଳତା ।ମସ୍ତିଷ୍କ ପଢ଼ିପାରୁଥିବା ମେସିନର ହେଲା ସଫଳ ପରୀକ୍ଷଣ । ଆଜ୍ଞା ହଁ ଏବେ ଚୀନ ଏମିତି ଏକ ମେସିନ ନିର୍ମାଣ କରିଛି ଯାହାକୁ ରୋଗୀଙ୍କ ମସ୍ତିଷ୍କରେ ଲଗାଯିବା ପରେ ମନରେ କ’ଣ ଚାଲିଛି ସେନେଇ ସୂଚନା ମିଳିପାରିବ ।

ଅଦ୍ୟତନ ହୋଇଛି
awdw

କନକ ବ୍ୟୁରୋ: ଚୀନକୁ ବଡ ସଫଳତା ।ମସ୍ତିଷ୍କ ପଢ଼ିପାରୁଥିବା ମେସିନର ହେଲା ସଫଳ ପରୀକ୍ଷଣ । ଆଜ୍ଞା ହଁ ଏବେ ଚୀନ ଏମିତି ଏକ ମେସିନ ନିର୍ମାଣ କରିଛି ଯାହାକୁ ରୋଗୀଙ୍କ ମସ୍ତିଷ୍କରେ ଲଗାଯିବା ପରେ ମନରେ କ’ଣ ଚାଲିଛି ସେନେଇ ସୂଚନା ମିଳିପାରିବ । ଯେଉଁ ରୋଗୀ ଅତ୍ୟନ୍ତ ଗୁରୁତର ଥିବେ ବା କିଛି କହିବାକୁ ଅସମର୍ଥଥିବେ ସେମାନଙ୍କ ପାଇଁ ଏହା ବେଶ ଫଳପ୍ରଦ ହେବ ।

ଏହାର ନାଁ ରହିଛି ବ୍ରେନ କମ୍ପ୍ୟୁଟର ଇଣ୍ଟରଫେସ ।ଯଦି ଏହି ମେସିନ ରୋଗୀ ବ୍ୟବହାର କରିବେ ତେବେ ଏହାଦ୍ବାରା ଅନେକ ସ୍ବୟଂଚାଳିତ କରିପାରିବେ ।ଉଦାହରଣ ସୂରୁପ କୌଣସି ବସ୍ତକୁ ଉଠାଇବା, ଏଆଇ ସହ କଥାବାର୍ତ୍ତା ହେବା ସମ୍ଭବ ହେବ ।ଏଥିସହ ରୋଗୀଙ୍କ ମନର କଥାକୁ ରିୟଲ ଟାଇମ ଡିକୋଡ ବା ତୁରନ୍ତ ଚୀନ ଭାଷାରେ ଲେଖିହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe