ଭାରତ ସହ ଫୋନରେ କଥା ହେଲା ଚୀନ୍: ଡୋଭାଲଙ୍କ ଯୁକ୍ତି, ଭାରତ ଚାହେନି ଯୁଦ୍ଧ

ଭାରତ ସହ ଫୋନରେ କଥା ହେଲା ଚୀନ୍ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ କଥା ହୋଇଛନ୍ତି ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୱି । ଟେଲିଫୋନ୍ ଯୋଗେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

7kokk

Photograph: (kanak news)

କନକ ବ୍ୟୁରୋ: ଭାରତ ସହ ଫୋନରେ କଥା ହେଲା ଚୀନ୍ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ କଥା ହୋଇଛନ୍ତି ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୱି । ଟେଲିଫୋନ୍ ଯୋଗେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ନିରୀହ ଲୋକଙ୍କ ଜୀବନ ଯିବା ପରେ ଭାରତ ଏହାର ପାଲଟା ଆକ୍ରମଣ ଦେବାକୁ ବାଧ୍ୟ ହୋଇଛି । କିନ୍ତୁ ଭାରତ ଯୁଦ୍ଧ ଚାହେଁ ନାହିଁ ବୋଲି ଡୋଭାଲ କହିଛନ୍ତି । ଦୁଇ ଦେଶ ଯୁଦ୍ଧ ବିରତି ମାନିବା ଉଚିତ୍ ବୋଲି ଅଜିତ୍ ଡୋଭାଲ୍ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe