ଚୀନ ଆଣିଲା ସବୁଠୁ ହାଇସ୍ପିଡ୍ ଟ୍ରେନ୍ ; ଘଣ୍ଟାକୁ ବେଗ ୪୫୦ କିଲୋମିଟର

ଚୀନ୍ ଆଣିଲା ସବୁଠୁ ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ । ଘଣ୍ଟା ପ୍ରତି ୪୫୦ କିଲୋମିଟର ବେଗରେ ଦୌଡ଼ିବ । ସହଜ ଓ ସୁଗମ ହେବ ଯାତ୍ରୀଙ୍କ ଯାତାୟତ ।  ବର୍ତ୍ତମାନ ଚାଲୁଥିବା ସିଆର ୪୦୦ ତୁଳନାରେ ଅଧିକ ଦ୍ରୁତ ଗତିରେ ଚାଲିବ ଟ୍ରେନ୍ । 

16ସଦମଂୂ

କନକ ବ୍ୟୁରୋ: ଚୀନ୍ ଆଣିଲା ସବୁଠୁ ହାଇସ୍ପିଡ୍ ଟ୍ରେନ୍। ଘଣ୍ଟା ପ୍ରତି ୪୫୦ କିଲୋମିଟର ବେଗରେ ଦୌଡ଼ିବ। ବୁଲେଟ୍ ଟ୍ରେନ୍‌ର ହାଇସ୍ପିଡ୍ ଭର୍ସନ୍ ଲଞ୍ଚ କରିଛି ଚୀନ୍। ଏହା ବିଶ୍ବର ସବୁଠୁ ଦ୍ରୁତ ଗତିରେ ଦୌଡୁଥିବା ଟ୍ରେନ୍ ବୋଲି ଦାବି କରିଛି ଚୀନ୍ । 

ଚୀନ୍ ରେଲୱେ ଗ୍ରୁପ୍ କମ୍ପାନୀର ତଥ୍ୟ ଅନୁସାରେ ଏହା ଘଣ୍ଟା ପ୍ରତି ୪୫୦ କିଲୋମିଟର ବେଗରେ ଦୌଡ଼ିବ। ଏହା ଦ୍ବାରା ଦେଶର ଯାତ୍ରୀଙ୍କ ପାଇଁ ଯାତାୟତ ସହଜ ଓ ସୁଗମ ହେବ। ଚୀନ୍‌ରେ ବର୍ତ୍ତମାନ ଚାଲୁଥିବା ସିଆର ୪୦୦ ତୁଳନାରେ ଅଧିକ ଦ୍ରୁତ ଗତିରେ ଚାଲିବ। ସିଆର ୪୦୦ ଟ୍ରେନ୍ ୩୫୦ କିଲୋମିଟର ବେଗରେ ଗତି କରୁଥିବା ବେଳେ ନୂଆ ଟ୍ରେନର ବେଗ ଅଧିକ ରହିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe