ରାଜଧାନୀରେ ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ :୪୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା’ମା

ରାଜଧାନୀରେ ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ  । ୪ ବର୍ଷର ନାବାଳିକାକୁ ଉଦ୍ଧାର କଲା ବଡଗଡ଼ ଥାନା ପୋଲିସ । ୪୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା ମା' ।  ବିହାରର ଦମ୍ପତ୍ତି ବିକ୍ରି କରିଥିଲେ ।

ଅଦ୍ୟତନ ହୋଇଛି
rajdhani

କନକବ୍ୟୁରୋ : ରାଜଧାନୀରେ ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ  । ୪ ବର୍ଷର ନାବାଳିକାକୁ ଉଦ୍ଧାର କଲା ବଡଗଡ଼ ଥାନା ପୋଲିସ । ୪୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା ମା' ,ବିହାରର ଦମ୍ପତ୍ତି ବିକ୍ରି କରିଥିଲେ ।  ପିପିଲିର ଏକ ପରିବାର ଏହି ପିଲାକୁ କିଣିଥିଲେ । ଏହି ଡିଲ ବେଳେ ଦୁଇ ଜଣ ଦଲାଲ ମଧ୍ୟସ୍ଥତା କରୁଥିଲେ । ମୋଟ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବଡଗଡ଼ ଥାନା ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe