ରାଜଧାନୀରେ ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ : କନକ ନ୍ୟୁଜ ହାତରେ ଲାଗିଲା ଡିଲ ବେଳର ସିସିଟିଭି ଚିତ୍ର

Advertisment

ରାଜଧାନୀରେ ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ। ୪ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିଛି ବଡଗଡ଼ ଥାନା ପୋଲିସ। ବିହାରର ଏକ ଦମ୍ପତି ୪୦ ହଜାର ଟଙ୍କାରେ ପିଲାଟିକୁ ବିକ୍ରି କରିଥିଲେ। ପିପିଲିର ଏକ ପରିବାର ଏହି ଶିଶୁକନ୍ୟାକୁ କିଣିଥିଲେ । ଏହି ଡିଲ ବେଳେ ଦୁଇ ଜଣ ଦଲାଲ ମଧ୍ୟସ୍ଥତା କରୁଥିଲେ । ମୋଟ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବଡଗଡ଼ ଥାନା ପୋଲିସ।

'

କନକବ୍ୟୁରୋ : ରାଜଧାନୀରେ ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ। ୪ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିଛି ବଡଗଡ଼ ଥାନା ପୋଲିସ। ବିହାରର ଏକ ଦମ୍ପତି ୪୦ ହଜାର ଟଙ୍କାରେ ପିଲାଟିକୁ ବିକ୍ରି କରିଥିଲେ । ପିପିଲିର ଏକ ପରିବାର ଏହି ଶିଶୁକନ୍ୟାକୁ  କିଣିଥିଲେ  ।  ଏହି ଡିଲ ବେଳେ ଦୁଇ ଜଣ ଦଲାଲ ମଧ୍ୟସ୍ଥତା କରୁଥିଲେ ।  ମୋଟ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବଡଗଡ଼ ଥାନା ପୋଲିସ। ଏପଟେ ପିଲା ବିକ୍ରି କରିବାକୁ ଡିଲ୍ ଚାଲିଥିବା ବେଳର ସିସିଟିଭି ଭିଜୁଆଲ କନକ ନ୍ୟୁଜ୍ ପାଖରେ ଲାଗିଛି । ଇଏ ହେଉଛି ସେହି ସିସିଟିଭି ଭିଜୁଆଲ ଦେଖନ୍ତୁ କେମିତି ବିକ୍ରି କରିବା ପାଇଁ ଡିଲ୍ ଚାଲିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe