ବଲାଙ୍ଗୀର ମାଲପଡାରେ ଶିଶୁ ବିକ୍ରି ଘଟଣା ; ଟିଟିଲାଗଡ଼ରୁ ଉଦ୍ଧାର କଲା ପୋଲିସ

Advertisment

ବଲାଙ୍ଗୀର ସହର ମାଲପଡାରେ ଭଡ଼ାଘରେ ରହୁଥିବା ଜଣେ ମହିଳା ଗତ ୬ ତାରିଖରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ୮ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଶିଶୁ ପୁତ୍ରକୁ ଟିଟିଲାଗଡ଼ର ଜଣେ ମହିଳା ମଧ୍ୟସ୍ଥି ସମ୍ପୃକ୍ତ ନବଜାତ ଶିଶୁକୁ ସେଠାରୁ ନେଇ ଯାଇଥିବା ଅଭିଯୋଗ ହୋଇଥିଲା ।

37ୀପୁରପୱ

Photograph: (kanaknews)

କନକ ବ୍ୟୁରୋ : ବଲାଙ୍ଗୀର ଶିଶୁ ବିକ୍ରି ଘଟଣା । ପୋଲିସ ଓ ଶିଶୁ ମଙ୍ଗଳ ସମିତି ଟିଟିଲାଗଡ଼ରୁ ଉଦ୍ଧାର କରିଛି ନବଜାତ ଶିଶୁ ପୁତ୍ର । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନବଜାତ ଶିଶୁ ପୁତ୍ର ବିକ୍ରି ପାଇଁ ଡିଲ୍ ହୋଇଥିବା ଅଭିଯୋଗ ପରେ ଶିଶୁ ମଙ୍ଗଳ ଅଧିକାରୀ ଓ ପୋଲିସ ଦ୍ୱାରା ଟିଟିଲାଗଡ଼ରୁ ଉଦ୍ଧାର ହୋଇଛି ଶିଶୁ । 

ବଲାଙ୍ଗୀର ସହର ମାଲପଡାରେ ଭଡ଼ାଘରେ ରହୁଥିବା ଜଣେ ମହିଳା ଗତ ୬ ତାରିଖରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ୮ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଶିଶୁ ପୁତ୍ରକୁ ଟିଟିଲାଗଡ଼ର ଜଣେ ମହିଳା ମଧ୍ୟସ୍ଥି ସମ୍ପୃକ୍ତ ନବଜାତ ଶିଶୁକୁ ସେଠାରୁ ନେଇ ଯାଇଥିବା ଅଭିଯୋଗ ହୋଇଥିଲା । ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା । ଏହା ପରେ ଏଡିଏମ୍ ପବିତ୍ର ବେହେରା  ମାଲପଡାରେ ପହଞ୍ଚି ତଦନ୍ତ ଆରମ୍ଭ କଲା ପରେ ନବଜାତକୁ ଟିଟିଲାଗଡ଼ରୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe