କନକ ବ୍ୟୁରୋ : ଦୁର୍ନୀତି ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ । ଭିଜିଲାନ୍ସ ଧରିବା ପୂର୍ବରୁ ବିଭାଗର ବାବୁମାନେ ଧରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ବଡ଼ବାବୁମାନଙ୍କୁ ପରାମର୍ଶ ଦେଇଛନ୍ତି । ଏନେଇ ସମସ୍ତ ବିଭାଗ, ଜିଲ୍ଲାପାଳ ଓ ଆରଡିସିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ଚିଠିରେ ଦୁର୍ନୀତି ରୋକିବାକୁ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ଚିଠିରେ ଲେଖାଯାଇଛି । ଯିଏ ଦୁର୍ନତି କରୁଛି ତାହା ଉପରେ କଡ଼ା ନଜର ରଖିବାକୁ ମୁଖ୍ୟ ଶାସନ ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us