କନକ ବ୍ୟୁରୋ : ଦୁର୍ନୀତି ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ । ଭିଜିଲାନ୍ସ ଧରିବା ପୂର୍ବରୁ ବିଭାଗର ବାବୁମାନେ ଧରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ବଡ଼ବାବୁମାନଙ୍କୁ ପରାମର୍ଶ ଦେଇଛନ୍ତି । ଏନେଇ ସମସ୍ତ ବିଭାଗ, ଜିଲ୍ଲାପାଳ ଓ ଆରଡିସିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ଚିଠିରେ ଦୁର୍ନୀତି ରୋକିବାକୁ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ଚିଠିରେ ଲେଖାଯାଇଛି । ଯିଏ ଦୁର୍ନତି କରୁଛି ତାହା ଉପରେ କଡ଼ା ନଜର ରଖିବାକୁ ମୁଖ୍ୟ ଶାସନ ନିର୍ଦ୍ଦେଶ ଦେଇଛନ୍ତି ।
ଦୁର୍ନୀତି ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ନିର୍ଦ୍ଦେଶ, ଭିଜିଲାନ୍ସ ଧରିବା ପୂର୍ବରୁ ବିଭାଗର ବାବୁମାନେ ଧରନ୍ତୁ ଦୁର୍ନୀତି
ଭିଜିଲାନ୍ସ ଧରିବା ପୂର୍ବରୁ ବିଭାଗର ବାବୁମାନେ ଧରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ବଡ଼ବାବୁମାନଙ୍କୁ ପରାମର୍ଶ ଦେଇଛନ୍ତି । ଏନେଇ ସମସ୍ତ ବିଭାଗ, ଜିଲ୍ଲାପାଳ ଓ ଆରଡିସିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ।
/kanak/media/media_files/2025/09/11/44-2025-09-11-15-11-29.jpg)