ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ । ବିଭିନ୍ନ ଥାନାରେ ମହିଳାଙ୍କ ଅଭିଯୋଗକୁ କରାଯାଉ କ୍ରିୟାଶୀଳ

Advertisment

ଭରତପୁର ଘଟଣାକୁ ନେଇ ପରୋକ୍ଷ ଭାବେ ପୋଲିସକୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭରତପୁର ଘଟଣାକୁ ନେଇ ପରୋକ୍ଷ ଭାବେ ପୋଲିସକୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

cm 11

କନକବ୍ୟୁରୋ: ଭରତପୁର ଘଟଣାକୁ ନେଇ ପରୋକ୍ଷ ଭାବେ ପୋଲିସକୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାତି ୨ଟାରେ ଆସିଲେ ବି ମହିଳା ଅଭିଯୋଗକୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ସପ୍ତାହକ ମଧ୍ୟରେ ମହିଳା ବିରୋଧୀ ହିଂସାର ତଥ୍ୟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe