କନକବ୍ୟୁରୋ: ଭରତପୁର ଘଟଣାକୁ ନେଇ ପରୋକ୍ଷ ଭାବେ ପୋଲିସକୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାତି ୨ଟାରେ ଆସିଲେ ବି ମହିଳା ଅଭିଯୋଗକୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ସପ୍ତାହକ ମଧ୍ୟରେ ମହିଳା ବିରୋଧୀ ହିଂସାର ତଥ୍ୟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ।