୩ ଦିନିଆ ଉତ୍ତର ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ । ଆଜି ମୟୂରଭଞ୍ଜ ଯିବେ ମୋହନ ମାଝୀ ।

Advertisment

୩ ଦିନିଆ ଉତ୍ତର ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର କାର୍ଯ୍ୟକ୍ରମ ସାରି ଆଜି ମୟୂରଭଞ୍ଜ ଯିବେ । ବାରିପଦା ଛଉପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି ।

୩ ଦିନିଆ ଉତ୍ତର ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର କାର୍ଯ୍ୟକ୍ରମ ସାରି ଆଜି ମୟୂରଭଞ୍ଜ ଯିବେ । ବାରିପଦା ଛଉପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି ।

mohan majhi

କନକ ବ୍ୟୁରୋ: ୩ ଦିନିଆ ଉତ୍ତର ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର କାର୍ଯ୍ୟକ୍ରମ ସାରି ଆଜି ମୟୂରଭଞ୍ଜ ଯିବେ ।  ବାରିପଦା ଛଉପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି । ସକାଳ ୭ଟା ୩୦ରେ କେନ୍ଦୁଝର ଷ୍ଟାଡିୟମରେ ପ୍ରାତଭ୍ରମଣ କରିବା ସହ ଚାୟ ପେ ଚର୍ଚ୍ଚାରେ ସାମିଲ ହେବେ ।  ପୂର୍ବାହ୍ନ ୯ଟାରେ  କେନ୍ଦୁଝର ଷ୍ଟାଡିୟମରୁ ସର୍କିଟ ହାଉସକୁ ଫେରିବେ । ଏହାପରେ ସକାଳ ୧୦ଟାରେ  ଡିଡି କଲେଜ ଖେଳ ପଡିଆକୁ ଯିବେ । ସେଠାରେ ଆଇଭି ପ୍ରସାଦ ପ କ୍ଷରୁ ଆୟୋଜିତ ଚକ୍ଷୁ ଶିବିରରେ ସାମିଲ ହେବ । ଏହାପରେ ଦିନ ୧୧ଟାରେ ସମ୍ୱାଦ ପକ୍ଷରୁ ଆୟୋଜିତ କ୍ଲାଇମେଟ ପଞ୍ଚାୟତ କାର୍ଯ୍ୟକ୍ରମରେ ସାମିଲ ହେବେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe