କନକ ବ୍ୟୁରୋ: ୩ ଦିନିଆ ଉତ୍ତର ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର କାର୍ଯ୍ୟକ୍ରମ ସାରି ଆଜି ମୟୂରଭଞ୍ଜ ଯିବେ । ବାରିପଦା ଛଉପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି । ସକାଳ ୭ଟା ୩୦ରେ କେନ୍ଦୁଝର ଷ୍ଟାଡିୟମରେ ପ୍ରାତଭ୍ରମଣ କରିବା ସହ ଚାୟ ପେ ଚର୍ଚ୍ଚାରେ ସାମିଲ ହେବେ । ପୂର୍ବାହ୍ନ ୯ଟାରେ କେନ୍ଦୁଝର ଷ୍ଟାଡିୟମରୁ ସର୍କିଟ ହାଉସକୁ ଫେରିବେ । ଏହାପରେ ସକାଳ ୧୦ଟାରେ ଡିଡି କଲେଜ ଖେଳ ପଡିଆକୁ ଯିବେ । ସେଠାରେ ଆଇଭି ପ୍ରସାଦ ପ କ୍ଷରୁ ଆୟୋଜିତ ଚକ୍ଷୁ ଶିବିରରେ ସାମିଲ ହେବ । ଏହାପରେ ଦିନ ୧୧ଟାରେ ସମ୍ୱାଦ ପକ୍ଷରୁ ଆୟୋଜିତ କ୍ଲାଇମେଟ ପଞ୍ଚାୟତ କାର୍ଯ୍ୟକ୍ରମରେ ସାମିଲ ହେବେ ।
୩ ଦିନିଆ ଉତ୍ତର ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ । ଆଜି ମୟୂରଭଞ୍ଜ ଯିବେ ମୋହନ ମାଝୀ ।
୩ ଦିନିଆ ଉତ୍ତର ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର କାର୍ଯ୍ୟକ୍ରମ ସାରି ଆଜି ମୟୂରଭଞ୍ଜ ଯିବେ । ବାରିପଦା ଛଉପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି ।
/kanak/media/media_files/8MHiKocfAGMNpWz3J5WT.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)