କନକ ବ୍ୟୁରୋ: ଆଉ କିଛି ପରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବାତ୍ୟା ମୁକାବିଲା ନେଇ ଆଲୋଚନା କରାଯିବ । ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ସମ୍ଭାବ୍ୟ ବାତ୍ୟା ନେଇ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ପ୍ରତିକ୍ରିୟା ରଖିଛନ୍ତି । ଜିରୋ କ୍ୟାଜୁଆଲିଟି ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀ ନିର୍ଦେଶ କ୍ରମରେ ପରିବହନ ବିଭାଗ ସମସ୍ତ କାର୍ଯ୍ୟ କରିବ। ସରକାରଙ୍କୁ ପରିବହନ ବିଭାଗ ସମ୍ପୂର୍ଣ ସହଯୋଗ କରିବ। ସରକାର ସର୍ବଦା ଲୋକଙ୍କ ସହ ରହିଛନ୍ତି। ଲୋକଙ୍କ ମଙ୍ଗଳ ପାଇଁ କାଯ୍ୟ କରନ୍ତି । ସମ୍ଭାବ୍ୟ ବାତ୍ୟା ନେଇ ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା ବୈଠକ। ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି। ସରକାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ଅଛନ୍ତି ।
ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ହେବ ଆଲୋଚନା
ଆଉ କିଛି ପରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବାତ୍ୟା ମୁକାବିଲା ନେଇ ଆଲୋଚନା କରାଯିବ
/kanak/media/media_files/2024/10/21/kBeI9gvBuunEPNWxangl.jpg)