ଆଜି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ; ବନ୍ୟା ସ୍ଥିତିର କରିବେ ସମୀକ୍ଷା ।

ଆଜି ଅପରାହ୍ନରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଏହାପରେ ହୋଇଥିବା ବନ୍ୟା ସ୍ଥିତିର ସମୀକ୍ଷା କରିବେ ।

CM visit

କନକ ବ୍ୟୁରୋ: ଆଜି ଅପରାହ୍ନରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଏହାପରେ ହୋଇଥିବା ବନ୍ୟା ସ୍ଥିତିର ସମୀକ୍ଷା କରିବେ । ସାଙ୍ଗରେ ରହିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । 

ବର୍ଷା ବିତ୍ପାତରେ ରାଜ୍ୟରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମାଲକାନଗିରି ଜିଲ୍ଲା । ବିଭିନ୍ନ ସ୍ଥାନରେ ପୋଲ ଭାଙ୍ଗିଛି, ରାସ୍ତାଘାଟ ଧୋଇଯାଇଛି । ଶହଶହ ଲୋକଙ୍କ ଘର ଭାଙ୍ଗିଯାଇଛି । ଆଜି ଦିନ ୩ଟାରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ପହଞ୍ଚି କେତେ କ୍ଷୟକ୍ଷତି ହୋଇଛି, ସେନେଇ ସମୀକ୍ଷା କରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe