ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

Advertisment

ଏହା ପରେ  ସର୍କିଟ ହାଉସ ଠାରେ ମଧ୍ୟାହ୍ନ ଭୋଜନ ପରେ ୨ ଟା ୫୦ ମିନିଟ ସମୟରେ ହେଲିକ୍ୟାପ୍ଟର ଯୋଗେ  ଝୁମ୍ପୁରା ଯିବେ।

ଏହା ପରେ  ସର୍କିଟ ହାଉସ ଠାରେ ମଧ୍ୟାହ୍ନ ଭୋଜନ ପରେ ୨ ଟା ୫୦ ମିନିଟ ସମୟରେ ହେଲିକ୍ୟାପ୍ଟର ଯୋଗେ  ଝୁମ୍ପୁରା ଯିବେ।

ZKò^c\\

କନକ ବ୍ୟୁରୋ : ୩ ଦିନିଆ ନିଜ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ।  ଆଜି ଠାରୁ ୨୨ ତାରିଖ ପର୍ୟ୍ୟନ୍ତ ତିନି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲା ଗସ୍ତର  ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସକାଳେ ରାଇସୁଆଁ ଏୟାରଷ୍ଟ୍ରିପରେ  ଅବତରଣ କରି ସେଠାରୁ ଏକ ବାଇକ୍ ରାଲିରେ ଆସି କେନ୍ଦୁଝର ଅଡିଟୋରିୟମରେ ଠାରେ ଆୟୋଜିତ ଲାଇଭ ସେଭର୍ସ ଗୁପ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏହା ପରେ  ସର୍କିଟ ହାଉସ ଠାରେ ମଧ୍ୟାହ୍ନ ଭୋଜନ ପରେ ୨ ଟା ୫୦ ମିନିଟ ସମୟରେ ହେଲିକ୍ୟାପ୍ଟର ଯୋଗେ  ଝୁମ୍ପୁରା ଯିବେ।  ଝୁମ୍ପୁରା ବ୍ଳକର କରଞ୍ଜିଆପଡା ଠାରେ  ମାଁ ତା ତାରିଣୀ କ୍ଳବ ଦ୍ୱାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାତ୍ପନୀ ଉତ୍ସବରେ ଯୋଗଦେବେ।  ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ନିଜେ ମୁଖ୍ୟମନ୍ତ୍ରୀ ହିଁ ଆରମ୍ଭ କରିଥିଲେ ଓ ସନ୍ଧ୍ୟାରେ ସାଂସଦ ଓ ବିଧାୟକ ମାନଙ୍କ ସହ ଆଲୋଚନା ପରେ ସର୍କିଟ ହାଉସ କୁ ଫେରି ରାତ୍ରୀ ଯାପନ କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe