ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଓରିଣ୍ଡ ସିଙ୍ଗାପୁର ଚେୟାରମ୍ୟାନ ଶିଳ୍ପପତି ରବୀନ ଝୁନଝୁନୱାଲାଙ୍କ ସହ କଲେ ପ୍ରଥମ ଆଲୋଚନା

Advertisment

ପୁଞ୍ଜି ଆଣିବାକୁ ସିଙ୍ଗାପୁରରେ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ । ମୋହନ ମାଝୀ ସିଙ୍ଗାପୁର ଯାଇ ପୁଞ୍ଜିନିବେଶକାରୀ ମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆକୃଷ୍ଟ କରୁଛନ୍ତି। ବୈଠକ କରି ଶିଳ୍ପ ପତି ମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ

HFYHFCHFB

କନକବ୍ୟୁରୋ : ପୁଞ୍ଜି ଆଣିବାକୁ ସିଙ୍ଗାପୁରରେ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ । ମୋହନ ମାଝୀ ସିଙ୍ଗାପୁର ଯାଇ ପୁଞ୍ଜିନିବେଶକାରୀ ମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆକୃଷ୍ଟ କରୁଛନ୍ତି । ବୈଠକ କରି ଶିଳ୍ପପତି ମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଓରିଣ୍ଡ ସିଙ୍ଗାପୁର ଚେୟାରମ୍ୟାନ ଶିଳ୍ପପତି ରବୀନ ଝୁନଝୁନୱାଲାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜୈବିକ ସାର କ୍ଷେତ୍ରରେ ନିବେଶ କରିବାକୁ ରବୀନ ଝୁନଝୁନୱାଲା ଆଗ୍ରହ ପ୍ରକାଶ କରିଛନ୍ତି । ସେ ଓଡ଼ିଶାରେ ତାଙ୍କର ଷ୍ଟାର୍ଟଅପ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭରସା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe