ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ନିଜ ଗାଁ ମାଟିରେ ପାଳିବେ ଦଶହରା

Advertisment

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିଜ ଘରେ ଦଶହରା ପୂଜା କରୁଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ବିଜୟା ଦଶମୀରେ ନିଜ ଗାଁ ରାଇକଳା ଘରେ ଦଶହରା ପୂଜା କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପ୍ରସ୍ତୁତି କରାଯାଉଛି ।

Updated On

ଅଦ୍ୟତନ ହୋଇଛି
mohan majhi 2

କନକବ୍ୟୁରୋ : ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜ ଘରେ ଦଶହରା ପୂଜା କରୁଛନ୍ତି ମୁଖ୍ୟମନ୍ତ୍ରୀ  କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ବିଜୟା ଦଶମୀରେ ନିଜ ଗାଁ ରାଇକଳା ଘରେ ଦଶହରା ପୂଜା କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ପ୍ରସ୍ତୁତି କରାଯାଉଛି । ଘର ଦାଣ୍ଡରେ ମୁରୁଜ ପକାଇବା ସହ ମୋହନଙ୍କ ମା ନିଜେ ଘର ପୋଛା ପୋଛିରେ ଲାଗି ପଡ଼ିଛନ୍ତି । ପ୍ରତ୍ୟକ ବର୍ଷ ଗାଁରେ ଦଶହରା ପାଳନ କରିଥାନ୍ତି ମୋହନ ମାଝୀ  । ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ଦଶହରାରେ ଗାଁକୁ ଯାଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe