କନକ ବ୍ୟୁରୋ : ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୧୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଦେବେ ଭେଟି । ୯୫୭ଟି ପ୍ରକଳ୍ପର ଘୋଷଣା ,ଭିତ୍ତିପ୍ରସ୍ତର ସ୍ଥାପନା କରିବେ । ସୀମାନ୍ତ ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ବ । ଉପନିର୍ବାଚନ ପୂର୍ବରୁ ମୋହନ ସରକାରଙ୍କ ବଡ଼ ଭେଟି , ଲୋକଙ୍କ ମନ ଜିଣିବାକୁ କରୁଛନ୍ତି କସରତ । ଅନ୍ୟପଟେ ଉପନିର୍ବାଚନ ପାଇଁ ଏବେଠୁ ସରଗରମ ହେଲାଣି ନୂଆପଡା ରାଜନୀତି । ନୂଆପଡାକୁ କିଏ ଦଖଲ କରିବ, ଏହାକୁ ନେଇ ସବୁ ଦଳ ଭିତରେ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା ।
ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ; ମିନି ଷ୍ଟାଡିୟମ୍ ସ୍ଥିତ ସରକାରୀ କାର୍ଯ୍ୟକ୍ରମରେ ସାମିଲ୍
୧୧୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଦେବେ ଭେଟି ମୁଖ୍ୟମନ୍ତ୍ରୀ । ୯୫୭ଟି ପ୍ରକଳ୍ପର ଘୋଷଣା ଓ ଭିତ୍ତିପ୍ରସ୍ତର ସ୍ଥାପନା କରିବେ ।
/kanak/media/media_files/2025/10/06/34-2025-10-06-12-18-29.jpg)