ଭୁବନେଶ୍ୱର ବିଭିନ୍ନ ଛକରେ କଡ଼ା ଚେକିଂ । ଜଗିଛନ୍ତି ସିଆରପିଏଫ ଜବାନ ।

Advertisment

ପାଖେଇ ଆସୁଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଭୁବନେଶ୍ୱର ବିଭିନ୍ନ ଛକରେ କଡ଼ା ଚେକିଂ । ବିଭିନ୍ନ ସ୍ଥାନରେ ଜଗିଛନ୍ତି ସିଆରପିଏଫ ଜବାନ । ପନ୍ନୁର ଧମକ ପରେ ଆଲର୍ଟ ମୋଡ଼ରେ କମିଶନରେଟ ପୁଲିସ

ପାଖେଇ ଆସୁଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଭୁବନେଶ୍ୱର ବିଭିନ୍ନ ଛକରେ କଡ଼ା ଚେକିଂ । ବିଭିନ୍ନ ସ୍ଥାନରେ ଜଗିଛନ୍ତି ସିଆରପିଏଫ ଜବାନ । ପନ୍ନୁର ଧମକ ପରେ ଆଲର୍ଟ ମୋଡ଼ରେ କମିଶନରେଟ ପୁଲିସ

1ddd

1ddd Photograph: (1ddd)

କନକ ବ୍ୟୁରୋ: ଆଉ କିଛି ଦିନ ପରେ ଭୁବନେଶ୍ବରରେ ପାଳିତ ହେବ ପ୍ରବାସୀ ଭାରତୀୟ ଦିବସ । ଏହା ପୂର୍ବରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ବର ସହରକୁ ହାଇ ଆଲର୍ଟରେ ରଖାଯାଇଛି । ଏହାରି ଭିତରେ ସହରରେ ମୁତୟନ ହୋଇଛନ୍ତି ଏସ୍‌ଟିୟୁ କମାଣ୍ଡୋ । ଏହି କମାଣ୍ଡୋ ଟଇମ୍ ଗତକାଲି ପୋଲିସ ଡିଜି କ୍ୟାମ୍ପ ଅଫିସରେ ପହଞ୍ଚିଛନ୍ତି । ପ୍ରବାସୀ ଭାରତୀୟ ଦିବସ ପାଇଁ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍‌ପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଭୁବନେଶ୍ବର ଓ କଟକ ସହରକୁ ଜଗିବେ ୮୩ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୪୫୦ ଜଣ ପୋଲିସ ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe