ସରୋଜ ସାହୁଙ୍କ ସ୍ବାମୀ ମାନିଲେ ହଂସିତା ; ସ୍ବାମୀଙ୍କ ଦେହ ଖରାପ ଦର୍ଶାଇ ମାଗିଲେ ଜାମିନ୍

ସରୋଜ ସାହୁଙ୍କୁ ସ୍ବାମୀ ବୋଲି ମାନିଲେ ହଂସିତା । ସ୍ବାମୀଙ୍କ ଦେହ ଖରାପ ଦର୍ଶାଇ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ । ଫରୱାର୍ଡ଼ିଂ ଲେଟରରେ ଅନୀଲଙ୍କୁ ସ୍ବାମୀ ଦର୍ଶାଇ ଥିଲା ଇନଫୋସିଟି ପୋଲିସ । 

46hansita

କନକ ବ୍ୟୁରୋ: ସତ କହିଲେ କି ହଂସୀତା ?କହିଲେ , ’ମୋ ସ୍ୱାମୀ ସରୋଜ ସାହୁ ଓ ତାଙ୍କ ଦେହ ଖରାପ ମୁଁ ତାଙ୍କ ଦେଖାଶୁଣା କରିବି  ଓ କିଛି ଏହିଭଳି ଲେଖି ଅନ୍ତରୀଣ ଜାମିନ ପାଇଁ ହଂସିତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଛି  ଓ ଅତିରିକ୍ତ ଜିଲ୍ଲା ଦୌରାଜଜ ୨ କୋର୍ଟରେ ଏହିଭଳି ଆବେଦନ କରିଛନ୍ତି ହଂସିତାଙ୍କ ଓକିଲ  ଓ ତେବେ ଏନେଇ ସରକାରୀ ଓକିଲ ମଧ୍ୟ ଅବଜେକ୍ସନ୍ ଫାଇଲ କରିଛନ୍ତି  ଓ ଏନେଇ ୧୮ ତାରିଖକୁ ଶୁଣାଣି ରଖିଛନ୍ତି ମାନ୍ୟବର କୋର୍ଟ  ଓ ପ୍ରଶ୍ନ ଉଠୁଛି ଫରୱାର୍ଡ଼ିଂ ଲେଟରରେ ଇନଫୋସିଟି ପୁଲିସ ଅନିଲ ମହାନ୍ତିଙ୍କୁ ହଂସୀତାଙ୍କ ସ୍ୱାମୀ ଦର୍ଶାଇ କୋର୍ଟ ଚାଲାଣ କରିଥିଲା  ଓ ହେଲେ ଏବେ ସରୋଜଙ୍କୁ ନିଜ ସ୍ୱାମୀ କହି ବେଲ୍ ପାଇବାକୁ ଚାଲାକି କରିବାକୁ ଚେଷ୍ଟା କରୁନାହାଁନ୍ତି ତ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe