କନକ ବ୍ୟୁରୋ: ସତ କହିଲେ କି ହଂସୀତା ?କହିଲେ , ’ମୋ ସ୍ୱାମୀ ସରୋଜ ସାହୁ ଓ ତାଙ୍କ ଦେହ ଖରାପ ମୁଁ ତାଙ୍କ ଦେଖାଶୁଣା କରିବି ଓ କିଛି ଏହିଭଳି ଲେଖି ଅନ୍ତରୀଣ ଜାମିନ ପାଇଁ ହଂସିତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଛି ଓ ଅତିରିକ୍ତ ଜିଲ୍ଲା ଦୌରାଜଜ ୨ କୋର୍ଟରେ ଏହିଭଳି ଆବେଦନ କରିଛନ୍ତି ହଂସିତାଙ୍କ ଓକିଲ ଓ ତେବେ ଏନେଇ ସରକାରୀ ଓକିଲ ମଧ୍ୟ ଅବଜେକ୍ସନ୍ ଫାଇଲ କରିଛନ୍ତି ଓ ଏନେଇ ୧୮ ତାରିଖକୁ ଶୁଣାଣି ରଖିଛନ୍ତି ମାନ୍ୟବର କୋର୍ଟ ଓ ପ୍ରଶ୍ନ ଉଠୁଛି ଫରୱାର୍ଡ଼ିଂ ଲେଟରରେ ଇନଫୋସିଟି ପୁଲିସ ଅନିଲ ମହାନ୍ତିଙ୍କୁ ହଂସୀତାଙ୍କ ସ୍ୱାମୀ ଦର୍ଶାଇ କୋର୍ଟ ଚାଲାଣ କରିଥିଲା ଓ ହେଲେ ଏବେ ସରୋଜଙ୍କୁ ନିଜ ସ୍ୱାମୀ କହି ବେଲ୍ ପାଇବାକୁ ଚାଲାକି କରିବାକୁ ଚେଷ୍ଟା କରୁନାହାଁନ୍ତି ତ?
ସରୋଜ ସାହୁଙ୍କ ସ୍ବାମୀ ମାନିଲେ ହଂସିତା ; ସ୍ବାମୀଙ୍କ ଦେହ ଖରାପ ଦର୍ଶାଇ ମାଗିଲେ ଜାମିନ୍
ସରୋଜ ସାହୁଙ୍କୁ ସ୍ବାମୀ ବୋଲି ମାନିଲେ ହଂସିତା । ସ୍ବାମୀଙ୍କ ଦେହ ଖରାପ ଦର୍ଶାଇ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ । ଫରୱାର୍ଡ଼ିଂ ଲେଟରରେ ଅନୀଲଙ୍କୁ ସ୍ବାମୀ ଦର୍ଶାଇ ଥିଲା ଇନଫୋସିଟି ପୋଲିସ ।
/kanak/media/media_files/2025/01/16/NJNW3x3ATePVkhu3qlxo.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)