କନକ ବ୍ୟୁରୋ: ଶରଧାବାଲି ଛାଡି ଶ୍ରୀମନ୍ଦିରକୁ ବାହାରିଛନ୍ତି ଶ୍ରୀଜୀଉ। ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡ଼ିଥିଲା ବଡ଼ଠାକୁରଙ୍କ ରଥ । ନୀତିନିର୍ଘଣ୍ଟ ଅନୁସାରେ ଠାକୁରଙ୍କ ପହଣ୍ଡି ହୋଇଥିଲା । ରଥାରୁଢ଼ ତିନିଠାକୁରଙ୍କୁ ଦେଖିବାକୁ ଲୋକାରଣ୍ୟ ହୋଇଛି ଶରଧାବାଲି ଓ ବଡଦାଣ୍ଡ ।
ଠାକୁର ରାଜାଙ୍କ ଛେରାପହଁରା କରିବା ପରେ ଭାବର ସହ ଭାବବିନୋଦିଆଙ୍କ ରଥକୁ ଟାଣିନେଇଛନ୍ତି ଭକ୍ତ । ବାଟରେ ପୋଡପିଠା ଖାଇଛନ୍ତି ଶ୍ରୀଜିଉ । ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ-ନାରାୟଣ ଭେଟ ହୋଇଛି । ସିଂହଦ୍ବାର ସମ୍ମୁଖରେ ତାଳଧ୍ବଜ ଓ ଦର୍ପଦଳନ ପହଞ୍ଚିସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/05/puri-2025-07-05-21-26-35.jpg)