କନକ ବ୍ୟୁରୋ: ବାଲେଶ୍ବର ଆଧାର ସଂଶୋଧନ ବା ମୋବାଇଲ୍ ନମ୍ବର୍ ସଂଯୋଗ କରିବାକୁ ଆଧାର କେନ୍ଦ୍ର ସାମ୍ନାରେ ପ୍ରବଳ ଭିଡ଼। ମୁଖ୍ୟ ଡାକଘର ସାମ୍ନାରେ ଲୋକଙ୍କ ଭିଡ଼। କେନ୍ଦ୍ର ଖୋଲି ନଥିଲେ ବି ଭୋରରୁ ଲୋକେ ଆସି ଧାଡ଼ିରେ ଛିଡ଼ା ହୋଇଛନ୍ତି। ପ୍ରତ୍ୟେକ ଦିନ ଲୋକେ ଦୂରଦୂରରୁ ଆସି ଫେରିବାକୁ ବାଧ୍ୟ ହେଉଥିବା କହିଛନ୍ତି।
ନୀଳଗିରି ପୋଷ୍ଟ ଅଫିସରେ ଉତ୍ତେଜନା ,ଆଧାର ସଂଶୋଧନ ପାଇଁ ରାତି ୪ରୁ ଆରମ୍ଭ ହେଉଛି ଧାଡି ।
Advertisment
Follow Us