ଆଇଏଏସ ସ୍ତରରେ ଅଦଳବଦଳ: ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

Advertisment

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଅରିନ୍ଦମ ଡାକୁଆଙ୍କୁ ବ୍ୟକ୍ତିଗତ ସଚିବ ପଦରୁ ବଦଳି । ୨୦୧୧ ବ୍ୟାଚର ଆଇଏଏସ ଅରିନ୍ଦମ ଡାକୁଆ । ଅରିନ୍ଦମ ଡାକୁଆ ହେଲେ ପୌର ପ୍ରଶାସନ ନିର୍ଦ୍ଦେଶକ ।

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଅରିନ୍ଦମ ଡାକୁଆଙ୍କୁ ବ୍ୟକ୍ତିଗତ ସଚିବ ପଦରୁ ବଦଳି । ୨୦୧୧ ବ୍ୟାଚର ଆଇଏଏସ ଅରିନ୍ଦମ ଡାକୁଆ । ଅରିନ୍ଦମ ଡାକୁଆ ହେଲେ ପୌର ପ୍ରଶାସନ ନିର୍ଦ୍ଦେଶକ ।

wd

wd

କନକ ବ୍ୟୁରୋ: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଅରିନ୍ଦମ ଡାକୁଆଙ୍କୁ ବ୍ୟକ୍ତିଗତ ସଚିବ ପଦରୁ ବଦଳି । ୨୦୧୧ ବ୍ୟାଚର ଆଇଏଏସ ଅରିନ୍ଦମ ଡାକୁଆ । ଅରିନ୍ଦମ ଡାକୁଆ ହେଲେ ପୌର ପ୍ରଶାସନ ନିର୍ଦ୍ଦେଶକ । ଅରିନ୍ଦମଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ । ପ୍ରେମଚାନ୍ଦ ଚୌଧୁରୀଙ୍କୁ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ଦାୟିତ୍ବ । ଭୂପିନ୍ଦର ପୁନିଆଙ୍କୁ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ । ତେବେ କିଏ ଅରିନ୍ଦମ ଡାକୁଆଙ୍କ ସ୍ଥାନ ନେବ, କିଏ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବ ତାକୁ ନେଇ ଏବେ ଚର୍ଚ୍ଚା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe